STORYMIRROR

ଆରାଧିକା ରାଧା ମୁଁ ଗୋ ତୁମେ ପ୍ରସାଦିତ | ଆହେ କୃଷ୍ନ ବିମୋହନ ଧରାବତରିତ || -୧୭- ତୁମେ ମୋ ଉପାସ୍ୟ ଦେବ ପରିଚାର୍ଯ୍ୟ ମୋର କଳ୍ପେ କଳ୍ପେ କରୁଥିବି ତୁମ ଅଭିସାର || -୧୯- ତୁମେ ନୀଳ କଇଁ ମୁଁ ଗୋ ଭ୍ରମର ମୁଁ ଗୋ ଅଳେଇଚ ବର୍ଷା ଗୋ ତୁମେ ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ ?

Oriya ଆରାଧିକା ରାଧା ମୁଁ ଗୋ ତୁମେ ପ୍ରସାଦିତ | ଆହେ କୃଷ୍ନ Poems